ଓଡିଶା

ସତ୍ୟବାଦୀରେ ପ୍ରବାସୀ ଫେରନ୍ତା ୬୧୫ଜଣ ସଂଘରୋଧ ଗୃହରେ ରହିଲେ

(ଗୋପ/ ଜୟନ୍ତ ସେଠି): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ ୬୧୫ ଜଣ ପ୍ରବାସୀ ଓଡିଆ ବିଭିନ୍ନ ସଂଗରୋଧ ଗୃହରେ ରହିଥିବା ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ପ୍ରକାଶ । ଅଳଗୁମ ୪୩ ଜଣ, ଆଳିସ -୧୪, ବଳପୁର -୧୬, ବଳରାମପୁରଗଡ- ୭୮, ବିଦ୍ୟାଧରପୁର ୧୩ଜଣ, ବିଶ୍ୱନାଥପୁ- ୩୮ ଜଣ, ବୀରରାମଚନ୍ଦ୍ରପୁର-୧୧ ଜଣ, ଦାସବିଦ୍ୟାଧରପୁର- ୧୩ ଜଣ, ଜୟପୁର-୧୯ଜଣ, କାଦୁଆ ୧୧ଜଣ, କେତକୀପାଟଣା ୪୩ଜଣ, ମଧୁବନ- ୩୫ ଜଣ, ମହୁରା ୧୬ ଜଣ,ମୂଳଅଳସା ୨୧ଜଣ,ନରେନ୍ଦ୍ରପୁର ୪୯ ଜଣ, ନୁଆ ସମେଶ୍ୱରପୁର-୧୦ଜଣ, ପରଜାପଡା- ୨୫ଜଣ , ରାୟଖଣ୍ଡି ୩୮ ଜଣ , ସାରଙ୍ଗଯୋଡି- ୭ ଜଣ , ସାଣ୍ଢ଼ରା ଶାସନ୨୩ ଜଣ, ଶ୍ରୀରାମଚନ୍ଦ୍ରପୁର ୧୨ ଜଣ, ଶୁକଳ- ୪୩ଜଣ ସଂଘରୋଧ ଗୃହରେ ଅଛନ୍ତି ବୋଲି ଶ୍ରୀ ଦତ୍ତ ସୁଚନା ଦେଇଛନ୍ତି ।

Related posts

ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଲା ବିଜ୍ଞପ୍ତି: ନଭେମ୍ବର ୧୭ ନାମାଙ୍କନ ଦାଖଲର ଶେଷ ତାରିଖ ୧୮ରେ ଯାଞ୍ଚ

mahabharatanews

ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

mahabharatanews

କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରି ରେକର୍ଡ

mahabharatanews