ଓଡିଶା

ମର୍ତ୍ତ୍ୟରେ ଫୁଟିଲା ବ୍ରହ୍ମ କମଳ

(ସନ୍ତୋଷ କୁମାର ଲମତା,ରାୟଗଡ଼ା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁର ଗାଁ’ର ସଂଜୟ ବିଶୋଈ ମିରା ବିଶୋଈଙ୍କ ଘର ଦାଣ୍ତରେ ଫୁଟିଲା ବ୍ରହ୍ମ କୋମଳ ଏହି ଦୁର୍ଲ୍ଲଭ ଫୁଲରୁ ଝରେ ଅମୂତର ଧାରା ଯାହାକୁ ଦେଖିବା ମାତ୍ରକେ ପୁର୍ଣ୍ଣ ହୁଏ ମନସ୍କାମନା ରିତିନୀତି ଅନୁଯାୟୀ ଏହି ଗଛ ଲଗାଇଲେ ଭଲ ସମୟ ଆସିଲେ ଗଛରେ ଫୁଲ ଫୁଟିଥାଏ ଖବର ପାଈ ଫୁଲ ଟିକୁ ଦେଖିବାପାଇଁ ଆଖ ପାଖ ଗାଁ ଲୋକଙ୍କ ଭିଡ ଜମି ଥିଲା ଏହି ବିରଳ ଫୁଲଟି ସାଧାରଣ ତ ହିମାଳୟ ପାହାଡରେ ଫୁଟି ଥାଏ ।

Related posts

 ୫ଟି ସଚିବଙ୍କ ସମ୍ବଲପୁର ଗସ୍ତ 

mahabharatanews

କୋରୋନା ଟେଷ୍ଟ କରିବାକୁ ଯାଇ ଜଣେ ମୃତ

mahabharatanews

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews