ଓଡିଶା

ବାଲୁକା କଳା ମାଧ୍ୟମରେ ମୁବାରକ ବାର୍ତା

(ଜୟନ୍ତ କୁମାର ସେଠୀ, ଗୋପ): ଆଜି ମୁସଲମାନ ଭାଇ ଭଉଣୀମାନେ ଇଦ ଉତ୍ସବକୁ ପାଳନ କରିବେ। ତେବେ କୋଭିଡ ୧୯ କଟକଣା ଯୋଗୁ ଏଥର ମସଜିଦରେ ସମୂହ ନମାଜ ପାଠ ଉପରେ କଟକଣା କରାଯାଇଛି। ଘରେ ଇଦ ପାଳନ ନେଇ ପ୍ରସ୍ତୁତି ସରିଚି। ତେବେ ଏହି ସ୍ୱତନ୍ତ୍ର ଦିନ ଅଭିନନ୍ଦନ ବଲୁକା କଳା ମାଧ୍ୟମରେ ବଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମୁସଲମାନ ଭାଇ ଭଉଣୀଙ୍କୁ ପ୍ରଦାନ କରିଛନ୍ତି । ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକାକଳା ଟିଏ ତିଆରି କରି ଇଦ ମୁବାରକ ବାର୍ତା ଦେଇଛନ୍ତି।

Related posts

ଗୋଟିଏ ସ୍ଥାନରେ ବସ୍ତିବାସିନ୍ଦାଙ୍କ ଗହଳି

mahabharatanews

୬ଟାରୁ  ଶ୍ରୀଜିଉଙ୍କୁ ଦର୍ଶନ ମନା

mahabharatanews

ଡ୍ରେନ ନିକଟରୁ ମିଳିଲା ଜ୍ୟୋତିଙ୍କ ମୃତଦେହ

mahabharatanews