ଓଡିଶା

ବଜ୍ରଘାତରେ ଜଣେ ମୃତ

ପାଟଣା/ ବିଜୟ କୁମାର କାରୁଆ : ଗତକାଲି ଅପରାହ୍ନରେ କେନ୍ଦୁଝରଜିଲ୍ଲା ସାହାରପଡାବ୍ଲକ କପୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଚୁଟିଆପଶି ଗ୍ରାମରେ କାଳ ବୈଶାଖୀ ବର୍ଷା ସହିତ ଘନଘନ ବଜ୍ରଘାତ ହୋଇଥିଲା । ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସୂଚନାରୁ ପ୍ରକାଶ ମୃତକ ଜଣଙ୍କ ଚୁଟିଆପଶି ଗ୍ରାମର ପ୍ରଶାନ୍ତ କୁସୁମୁଳିଆ ବୋଲି ଜଣାପଡିଛି । ପ୍ରଶାନ୍ତ ଏହି ବଜ୍ରଘାତର ଶିକାର ହୋଇ ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Related posts

ଗତ ୨୪ଘଣ୍ଟାରେ ଦେଶରୁ ୧୦୬ କରୋନା ସଂକ୍ରମିତ ଚିହ୍ନଟ

mahabharatanews

୪୦ ଫୁଟ ଉଚ୍ଚ ହୋର୍ଡିଂ ଟାଓ୍ବାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

mahabharatanews

ରାଜ୍ୟରେ କରୋନାଜନିତ ମୃତ୍ୟୁରେ ଲାଗୁନି ବ୍ରେକ

mahabharatanews