ଓଡିଶା

ସଟଡାଉନ ପାଇଁ ମାଟ୍ରିକ ଖାତା ଦେଖା ବାଧାପ୍ରାପ୍ତ

ଭୁବନେଶ୍ବର: ମାଟ୍ରିକ ଖାତା ଦେଖାକୁ ନେଇ ଚଳିତ ବର୍ଷ ଦେଖାଦେଇଥିବା ଅନିୟମିତତା ଜାରି ରହିଛି । କରୋନା ଓ ପରେ ଲକଡାଉନ ପାଇଁ ବନ୍ଦ ହୋଇଥିବା ଖାତାଦେଖ।। ପ୍ରକ୍ରିୟା ବିଳମ୍ବରେ ହେଲେ ମଧ୍ୟ ମେ ୨୬ରୁ ଆରମ୍ଭ ହୋଇଥିଲା । କିନ୍ତୁ ସମ୍ପ୍ରତି ରାଜ୍ୟର ୧୧ଟି ଜିଲ୍ଲାରେ ଜାରି ଦୁଇ ଦିନିଆ ସଟଡାଉନ ପାଇଁ ସେହି ରାଜ୍ୟରେ ଖାତା ମୂଲ୍ୟାୟନ ବନ୍ଦ ରହିଲା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
ବର୍ତ୍ତମାନ ରାଜ୍ୟର ୬୦ ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ମୂଲ୍ୟାୟନ କରାଯାଉଛି । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ବ ଅବଲମ୍ବନ କରି ଖାତା ଦେଖା ଚାଲିଛି ।

Related posts

ରାଜ୍ୟରେ ଆଜି ଓ ଆସନ୍ତା କାଲି ରାତିରେ ବନ୍ଦ ରହିବ ପେଟ୍ରୋଲ ପମ୍ପ

mahabharatanews

ମନରେଗା, ଗ୍ରାମ୍ୟ ଗୃହନିର୍ମାଣ ଯୋଜନାର ଜିଲ୍ଲା ସ୍ତରୀୟ ସମୀକ୍ଷା

mahabharatanews

ଆର୍ ପି +୩ କଲେଜର ବାର୍ଷିକ ଉତ୍ସବ ପାଳିତ

mahabharatanews