ଓଡିଶା

ରାଜ୍ୟରେ ଆଜି ଓ ଆସନ୍ତା କାଲି ରାତିରେ ବନ୍ଦ ରହିବ ପେଟ୍ରୋଲ ପମ୍ପ

ଭୁବନେଶ୍ୱର : ରାଜ୍ୟରେ ଆଜି ଓ ଆସନ୍ତା କାଲି ରାତିରେ ବନ୍ଦ ରହିବ ପେଟ୍ରୋଲ ପମ୍ପ । ଆଜି ସନ୍ଧ୍ୟା ୬ଟାରୁ କଲି ସକାଳ ୬ଟା ପର୍ୟ୍ୟନ୍ତ ଏବଂ ଆସନ୍ତା ୨୮ ତାରିଖ ସନ୍ଧ୍ୟା ୬ଟାରୁ ୨୯ ତାରିଖ ସକାଳ ୬ଟା ଯାଏ ରାଜ୍ୟରେ ବନ୍ଦ ରହିବ ପେଟ୍ରୋଲ ପମ୍ପ । ରାଜ୍ୟ ପେଟ୍ରୋଲ ଡିଲର୍ସ ଆସୋସିଏସନ ପକ୍ଷରୁ ଏହି ଦୁଇଦିନିଆ ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ର ସରକାର ଡର କମାଇବା ପରେ ଡିଲରମାନେ ଏହି କ୍ଷତି ସହିବା କଥା କହିଛି ସଂଘ । ଏହି ବନ୍ଦ ଫଳରେ ସଙ୍ଘ ଭିତରେ ଦେଖାଦେଇଛି ଫାଟ । କିଛି ସଂଘ ଏହାକୁ ସମର୍ଥନ କରୁଥିବା ବେଳେ କିଛି ଏହାକୁ ବିରୋଧ କରୁଛନ୍ତି ।

Related posts

ପ୍ରବଳ ବର୍ଷା ସମ୍ଭାବନା; ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ

mahabharatanews

ଗୁଡ଼ି ଉଡ଼ାବେଳେ ଟ୍ରେନ ଧକ୍କାରେ ଚାଲିଗଲା ନାବାଳକର ଜୀବନ 

mahabharatanews

୯୦ତମ ଶିବଜୟନ୍ତି ଉତ୍ସବ ଅନୁଷ୍ଠିତ

mahabharatanews