Uncategorized

ରିଚାର୍ଡ ଡକିନ୍ସ ୨୦୨୦ ବିଜୟୀ ଜାଭେଦ ଅଖତରଙ୍କୁ ଆଶୁତୋଷ ଗ୍ୱାରିକରଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ଆଶୁତୋଷ ଗ୍ୱାରିକର ବିଶିଷ୍ଠ କବି, ସଂଗୀତ ରଚୟିତା ଜାଭେଦ ଅଖତର ସମ୍ମାନଜନକ ରିଚାର୍ଡ ଡକିନ୍ସ ୨୦୨୦ ହାସଲ କରିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଶୁତୋଷ ଉଲ୍ଲେଖ କରିଛନ୍ତି, ‘ସମୀକ୍ଷକ ଚିନ୍ତା, ମାନବୀୟ ମୂଲ୍ୟବୋଧ ଓ ମାନବିକ ବିକାଶ କ୍ଷେତ୍ରରେ କାର୍ଯ୍ୟ ତଥା ଧାର୍ମିକ ତତ୍ପରତା ଯାଞ୍ଚ ଶ୍ରେଣୀରେ ରିଚାର୍ଡ ଡକିନ୍ସ ପୁରସ୍କାର ୨୦୨୦ ହାସଲ କରିଥିବାରୁ ଅଭିନନ୍ଦନ ଅ ଜ।।ଭେଦଅଖତର ସାବ ।
ଏହି ସମ୍ମାନଜନକ ପୁରସ୍କାର ହାସଲ କ୍ଷେତ୍ରରେ ଅଖତର ହେଉଛନ୍ତି ପ୍ରଥମ ଭାରତୀୟ । ଏହି ସମ୍ମାନା ୨୦୦୩ ମସିହାରୁ ପ୍ରଦାନ କରାଯାଇ ଆସୁଛି । ଏହି ସମ୍ମାନ ବ୍ୟତୀର ଏହି ବୟୋଜ୍ୟେଷ୍ଠ ସଂଗୀତ ରଚୟିତା ତଥା ସଂଳାପ ଲେଖକଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ସହ ୫ଟି ଜାତୀୟ ପୁରସ୍କାର ହାସଲ କରିଛନ୍ତି।

Related posts

ଦେଶରେ ୨୪ ଘଣ୍ଟାରେ ୧୦ ହଜାର ଟପିଲା ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews

ମୃତ୍ୟୁସଂଖ୍ୟା ୨୫ ଛୁଇଁଲା, ଉହାନରେ ଫସିଛନ୍ତି ୨୫ ଭାରତୀୟ

mahabharatanews

ନେପାଳ ପୁଲିସ ଗୁଳିରେ ୧ ଭାରତୀୟ ମୃତ

mahabharatanews