ଓଡିଶା

ଗଞ୍ଜାମ ଜିଲ୍ଲାରେ ଜୁନ୍ ୩୦ ପର୍ୟ୍ୟନ୍ତ ବଢିଲା ଲକଡାଉନ୍ କଟକଣା

(ହିଞ୍ଜିଳି/ରଜନୀକାନ୍ତ ପାତ୍ର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାର ସବୁଠାରୁ ଅଧିକ ପ୍ରଭାବ ଗଞ୍ଜାମରେ ଦେଖିବାକୁ ମିଳିଛି । ଗଞ୍ଜାମରେ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପରେ କଡା ପଦକ୍ଷେପ ଗ୍ରହଣ କରିଛନ୍ତି ଜିଲ୍ଲା ପ୍ରଶାସନ । ଲକଡାଉନ କଟକଣାକୁ ଗଞ୍ଜାମରେ ଜୁନ୍ ୩୦ ତାରିଖ ଯାଏଁ ଲାଗୁ କରାଯାଇଛି । ଏହି କ୍ରମରେ ଦିନ ୧୨ଟାରୁ ସକାଳ ୭ଟା ଯାଏ ଜିଲ୍ଲା ସମ୍ପୂର୍ଣ୍ଣ ସଟଡାଉନ୍ ହେବ । ଏହି ସମୟରେ ସବୁ ଦୋକାନ ଓ ବସ୍ ଚଳାଚଳ ବନ୍ଦ ରହିବ । ସକାଳ ୭ଟାରୁ ଦିନ ୧୨ ଯାଏ ସଟଡାଉନ୍ ଟିକେ କୋହଳ ହେବ । କେବଳ ତେଜରାତୀ, ପନିପରିବା ଓ ଔଷଧ ଦୋକାନ ଖୋଲାରହିିବ । ସକାଳ ୭ଟାରୁ ୧୨ଯା ଯାଏ ବନ୍ଦ ଚଳାଚଳ ବି ବନ୍ଦ ରହିବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Related posts

ଚୁକ୍ତିଭିତ୍ତିକ ଅଧ୍ୟାପକଙ୍କ ଭିତରେ ସରକାରଙ୍କ ଅବହେଳାରୁ ଦାନା ବାନ୍ଧୁଛି ଅସନ୍ତୋଷ

mahabharatanews

ଭାରତ ବନ୍ଦର ପ୍ରଭାବ ବ୍ରହ୍ମପୁରରେ ଟ୍ରେନ ଅଟକାଇ ସଂଗଠନଗୁଡିକର ବିକ୍ଷୋଭ

mahabharatanews

ପଟାଙ୍ଗିରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

mahabharatanews