ଓଡିଶା

ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା

(ଗୋପ/ ଜୟନ୍ତ ସେଠି): ଜୁନ ୨୧ କି ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଏ। ଯୋଗ ଦ୍ୱାରା ଶରୀର, ମନ ଓ ମସ୍ତିଷ୍କ ସୁସ୍ଥ ରୁହେ। ଏଣୁ ଲୋକ ଙ୍କୁ ଯୋଗ ଅଭ୍ୟାସ କରିବା ପାଇଁ ଏହି ଦିନ ପାଳନ ର ମୁଖ୍ୟ ଲକ୍ଷ୍ୟ। ୨୦୧୫ ମସିହା ରୁ ଯୋଗ ଦିବସ ମିଳିତ ଜାତିସଂଘ ଦ୍ୱାରା ସାରା ବିଶ୍ୱରେ ପାଳନ କରାଯାଉଛି। ତେବେ ଏହି ଯୋଗ ଦିବସ ର ଶୁଭେଚ୍ଛା ବାଲୁକାକଳା ମାଧ୍ୟମରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଲୋକ ଙ୍କୁ ଦେଇ ଛନ୍ତି। କୋଭିଡ ୧୯ ମହାମରି କୁ ଦେଖି ଚଳିତ ବର୍ଷ ନିଜ ନିଜ ଘରେ ଏହି ଯୋଗ ଦିବସ ପାଳନ କରି ନିଜକୁ ସୁରକ୍ଷିତ ରଖିବା ପାଇଁ ବାଲୁକା କଳା ରେ ବାର୍ତା ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

Related posts

ବଢୁଛି ତାତି ; ଶିକ୍ଷାନୁଷ୍ଠାନ ପାଇଁ ମାର୍ଗଦର୍ଶିକା ଜାରି 

mahabharatanews

ଆଜି ନବୀନ ନିବାସରେ ବସିପାରେ ବୈଠକ

mahabharatanews

ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ଦେହାନ୍ତ

mahabharatanews