ଓଡିଶା

ବେଗୁନିଆରେ ଇଣ୍ଡିଆ ମେଣ୍ଟ ଏବଂ କଂଗ୍ରେସ ଦଳ ତରଫରୁ ୧୨ଘଣ୍ଟିଆ ବନ୍ଦ ପ୍ରଭାବ

ବେଗୁନିଆରେ ଇଣ୍ଡିଆ ମେଣ୍ଟ ଏବଂ କଂଗ୍ରେସ ଦଳ ତରଫରୁ ୧୨ଘଣ୍ଟିଆ ବନ୍ଦ ପ୍ରଭାବ ଦେଖିବାକୁ ମିଳୁଛି. ଅତ୍ୟାବଶ୍ୟକୀୟ ଜିନିଷକୁ ଛାଡି ବାକି ସବୁ ଦୋକାନ ବଜାର ସ୍ୱତଃ ବନ୍ଦ ରହିଥିବା ବେଳେ ବ୍ୟାଙ୍କ ଗୁଡିକ ବନ୍ଦ ରହିଛି.

ବେଗୁନିଆ କଂଗ୍ରେସ ଦଳ ତରଫରୁ ଶତାଧିକ କଂଗ୍ରେସ କର୍ମୀ ପୋଷ୍ଟ ଅଫିସ ଛକ ଠାରୁ ବିଶାଳ ରାଲିରେ ବାହାରି ଚାରିଦଫା ନେଇ ସରକାରଙ୍କ ବିରୋଧରେ ନାରା ଦେଇଛନ୍ତି. ରାସ୍ତାରେ ଗାଡି ମଟର ବନ୍ଦ ରହିଥିବା ଦେଖିବାକୁ ମିଳିଛି. ସେପଟେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଫଳତାକୁ ସମାଲୋଚନା କରାଯାଇଛି.

Related posts

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କର ମୃତ

mahabharatanews

ଦୁଗ୍ଧ ଶୀତଳ ଭଣ୍ଡାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

mahabharatanews

ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ନିଯୁକ୍ତ, ପ୍ରଦୀପ ଜେନା ଉନ୍ନୟନ କମିଶନର

mahabharatanews