ଅପରାଧ

କୋଭିଡ-୧୯ ଗାଇଡଲାଇନ୍ ଉଲ୍ଲଙ୍ଘନ: ବ୍ଲୁ ହ୍ୱିଲ ହସ୍ପିଟାଲରେ ତାଲା

ଭୁବନେଶ୍ୱର: ମହାମାରୀ କରୋନାରେ ରାଜ୍ୟରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ୨୮୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସରକାର କୋଭିଡ-୧୯ ଗାଇଡଲାଇନ୍ସକୁ କଡାକଡି କରିଛନ୍ତି । କିନ୍ତୁ ମଞ୍ଚେଶ୍ୱରସ୍ଥିତ ବ୍ଲୁ ହ୍ୱିଲ ହସ୍ପିଟାଲକୁ ବିଏମସି ସିଜ କରି ଦେଇଛି । ଗତକାଲି ହସ୍ପିଟାଲରୁ ୨୭ଟି କରୋନା ମାମଲା ସାମ୍ନାକୁ ଆସିବା ପରେ ହସ୍ପିଟାଲ ପକ୍ଷରୁ କୋଭିଡ-୧୯ ଗାଇଡଲାଇନ ଉଲ୍ଲଙ୍ଘନ କରାଯାଇଥିବା ଜଣାପଡିବା ପରେ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

Related posts

ଅଭିନେତ୍ରୀ ପ୍ରକୃତି ମିଶ୍ର କରିଛନ୍ତି ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନୀ ମକଦ୍ଦମା

mahabharatanews

ମାଆଙ୍କ ସହ ଦୁଇ ଶିଶୁଙ୍କୁ ନିର୍ମମ ହତ୍ୟା

mahabharatanews

କୋର୍ଟରେ ହାଜର ଭେନେଜୁଏଲା ରାଷ୍ଟ୍ରପତି

mahabharatanews