ଓଡିଶା

ରାଜ୍ୟରେ ଗତ୨୪ ଘଣ୍ଟା ମଧ୍ୟରେ ଆଉ ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ କରୋନା ଭୂତାଣୁ ଭୟଙ୍କର ହେବାରେ ଲାଗିଛି । ଗତ୨୪ ଘଣ୍ଟା ମଧ୍ୟରେ ଆଉ ୪ ଜଣଙ୍କ ଜୀବନ ଯାଇଛି ଏହି ଭୂତାଣୁରେ। ଏହାପରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୫୨ରେ ପହଞ୍ଚିଛି । ଆଜିର ୪ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୩ ଜଣ ଓ ଭଦ୍ରକର ଜଣେ ରହିଛନ୍ତି । ଫଳରେ ଗଞ୍ଜାମରେ ସଂକ୍ରମଣ ପରି ମୃତ୍ୟୁ ସଂଖ୍ୟା ମଧ୍ୟ ସର୍ବାଧିକ ୩୦ ରହିଛି । ଗଞ୍ଜାମ ଜିଲାର ୩ ଜଣଙ୍କ ମଧ୍ୟରୁ ୨ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ସେହିପରି ଭଦ୍ରକରୁ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି ।

Related posts

ଜଣେ ମହିଳାଙ୍କ ମାଡ଼ରେ, କାର୍ଯ୍ୟରତ ଅଙ୍ଗନ ବାଡ଼ି କର୍ମୀ ଗୁରୁତର ହୋଇ ଚେତା ଶୂନ୍ୟ

mahabharatanews

ବେଆଇନ ମଦ କାରଖାନା ଠାବ,କଞ୍ଚାମାଲ ଜବତ

mahabharatanews

ଚନ୍ଦନ କାଠ ଚୋରି ଘଟଣାରେ ୪ଗିରଫ

mahabharatanews