ଓଡିଶା

ମଦ୍ୟପ ସ୍ବାମୀଙ୍କ ଉନ୍ମତ କାଣ୍ଡ, ସ୍ତ୍ରୀଙ୍କୁ ମାରଣାନ୍ତକ ଆକ୍ରମଣ

(ଜଳେଶ୍ୱର/ଅଜିତ ସାହୁ): ବାଲିଆପାଳ ଥାନା ଜାମୁକୁଣ୍ଡା ଗ୍ରାମରେ ମଦ୍ୟପଙ୍କ ଉନ୍ମତ କାଣ୍ଡ। ନିଶାଶକ୍ତ ଅଵସ୍ଥାରେ ସ୍ତ୍ରୀ କୁ ମାରଣାନ୍ତକ ଆକ୍ରମଣ। ସ୍ତ୍ରୀ ଗୁରୁତର। ସୂଚନା ଅନୁଯାୟୀ ଗ୍ରାମର ସର୍ବେଶ୍ୱର ମଲ୍ଲିକ ନିଶାଶକ୍ତ ଅଵସ୍ଥାରେ ପୋଖରୀରେ ପଡି ଯାଇଥିଲେ। ଖବର ପାଇ ସ୍ତ୍ରୀ ଗୌରୀ ତାଙ୍କୁ ଉଦ୍ଧାର କରି ଘରକୁ ଆଣଥିଲେ। ତେବେ ସର୍ବେଶ୍ୱର ତାଙ୍କ ସ୍ତ୍ରୀ, ଦୁଇ କୁନିପୁଅ, ଶାଶୁ ଙ୍କୁ ହତ୍ୟା କରିବାର ଧମକ ଦେଇ, ସ୍ତ୍ରୀ ଗୌରୀକୁ ମାରଣାନ୍ତକ ଆକ୍ରମଣ କରିଥିଲା। ତେବେ ଗୌରୀ କୁ ଗୁରୁତର ଅବସ୍ଥାରେ ତାଙ୍କ ମାଆ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲିଆପାଳ ମେଡିକାଲକୁ ଆଣି ଚିକିତ୍ସା କରାଇଛନ୍ତି।

Related posts

ଚୈତ୍ର ମଙ୍ଗଳବାରେ ମାଆଙ୍କ ମନ୍ଦିରରେ ଭକ୍ତଙ୍କ ସମାଗମ

mahabharatanews

ସ୍କ୍ରବ୍ ଟାଇଫସ ଆତଙ୍କ; ସଂଖ୍ୟା ୪୩୦କୁ ବୃଦ୍ଧି

mahabharatanews

ଅଭୟାରଣ୍ୟକୁ ପ୍ଲାଷ୍ଟିକ ମନା

mahabharatanews