Uncategorized

ଛଅ ଦଫା ଦାବିନେଇ ମହିଳାଙ୍କ ଧାରଣା

(ଉଦଳା/ଦୀପକ ମିଶ୍ର): ଛଅ ଦଫା ଦାବିନେଇ କପ୍ତିପଦା ଉପଖଣ୍ଡ ଉପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସନ୍ନମୁଖରେ ଧାରଣାରେ ବସିଲେ ମହିଳା କ୍ଷ ସୂଚନା ଅନୁଯାୟୀ ଜି.ବି.ନଗର ବ୍ଲକ ସାଇଁକୁଳକ୍ଷ ଗ୍ରାମର ସସ୍ମିତା ପତି ଛଅ ଦଫା ଦାବିନେଇ ଧାରଣାରେର ବସିଛନ୍ତି ଉପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସାମ୍ନାରେ କ୍ଷ ଦାବିଗୁଡିକ ହେଲା ପ୍ରବାସୀ ଓଡ଼ିଆଙ୍କୁ କାମ ଦିଆଯବକ୍ଷ, ଉକ୍ତ ମହିଳାଙ୍କ ପରିବାରକୁ ସୁରକ୍ଷା ଯୋଗାଇବା, ମନରେଗା ମାଧ୍ୟମରେ କାମ କରିଥିବା ଶ୍ରମିକ ମାନଙ୍କୁ ମଜୁରୀ ଦିଆଯିବ ଏବଂ ସାଇଁକୁଳକ୍ଷ ପଞ୍ଚାୟତର ବିଭିନ୍ନ ଉନୟନ କାର୍ୟ୍ୟକୁ ତ୍ୱରାନ୍ୱିତ କରାଯିବା ସହିତ ସଠିକ ହିସାବ ଦିଆଯିବ କ୍ଷ ଯଦି ଆଗକୁ ତାଙ୍କର ଦାବି ପୁରଣ ନହୁଏ ଆନ୍ଦୋଳନ ତୀବ୍ରତର ହେବ ବୋଲି ସମ୍ପୃକ୍ତ ମହିଳା ପ୍ରକାଶ କରିଛନ୍ତି କ୍ଷ

Related posts

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୭୧୯୬୬୫ରେ ପହଞ୍ଚିଲା

mahabharatanews

କେବଳ ଦିଲ୍ଲୀ ନୁହେଁ, ଏହା ଦେଶ ବ୍ୟାପୀ ମାଗଣ। ଟୀକା ବଣ୍ଟନ ହେବ: ହର୍ଷ ବର୍ଦ୍ଧନ

mahabharatanews

ଖରା ଦିନେ ବୁଲିବାକୁ ଯାଆନ୍ତୁ ଦାର୍ଜିଲିଙ୍ଗ

mahabharatanews