ଓଡିଶା

ରୋଷେଇ ଘରୁ ୩ ଫୁଟିଆ ନାଗ ଛୁଆ ଉଦ୍ଧାର

(ଅଲେଖ ନାୟକ/କେନ୍ଦ୍ରାପଡା): କେନ୍ଦ୍ରାପଡ଼ା ପୌରାଞ୍ଚଳ ଅନ୍ତର୍ଗତ ତଳବାରଙ୍ଗ ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଏକ ନାଗ ଛୁଆ ଉଦ୍ଧାର ହୋଇଛି । ଗାଁରେ ମନୋରଞ୍ଜନ ପତ୍ରୀଙ୍କ ରୋଷେଇ ଘରୁ ଏକ ତିନି ଫୁଟିଆ ନାଗ ଛୁଆ ଦେଖି ଘର ଲୋକେ ନିଜ ଅଞ୍ଚଳର ଅଭିଜ୍ଞ ସାପ ଧରାଳି ଆଶୁତୋଷ ମହାନ୍ତିଙ୍କୁ ଡକାଇଥିଲେ । ସେଠାରେ ପହଞ୍ଚି ସେ ନାଗ ଛୁଆଟିକୁ ଘରୁ ଉଦ୍ଧାର କରିବା ପରେ ଏକ ଜଙ୍ଗଲିଆ ଜାଗାରେ ନେଇ ଛାଡି ଦେଇଥିଲେ ।

Related posts

ବାରବାଟୀ ଅଭିମୁଖେ ବାହାରିଲେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳି

mahabharatanews

୨୦ରୁ ରାଜଧାନୀରେ ମିଳିବନି କଞ୍ଚା ପରିବା

mahabharatanews

ଖଣ୍ଡାୟତପଟକିରା ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ୟାହ୍ନଭୋଜନରେ ଅନିୟମିତତା ଅଭିଯୋଗ

mahabharatanews