ଓଡିଶା

ରୋଷେଇ ଘରୁ ୩ ଫୁଟିଆ ନାଗ ଛୁଆ ଉଦ୍ଧାର

(ଅଲେଖ ନାୟକ/କେନ୍ଦ୍ରାପଡା): କେନ୍ଦ୍ରାପଡ଼ା ପୌରାଞ୍ଚଳ ଅନ୍ତର୍ଗତ ତଳବାରଙ୍ଗ ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଏକ ନାଗ ଛୁଆ ଉଦ୍ଧାର ହୋଇଛି । ଗାଁରେ ମନୋରଞ୍ଜନ ପତ୍ରୀଙ୍କ ରୋଷେଇ ଘରୁ ଏକ ତିନି ଫୁଟିଆ ନାଗ ଛୁଆ ଦେଖି ଘର ଲୋକେ ନିଜ ଅଞ୍ଚଳର ଅଭିଜ୍ଞ ସାପ ଧରାଳି ଆଶୁତୋଷ ମହାନ୍ତିଙ୍କୁ ଡକାଇଥିଲେ । ସେଠାରେ ପହଞ୍ଚି ସେ ନାଗ ଛୁଆଟିକୁ ଘରୁ ଉଦ୍ଧାର କରିବା ପରେ ଏକ ଜଙ୍ଗଲିଆ ଜାଗାରେ ନେଇ ଛାଡି ଦେଇଥିଲେ ।

Related posts

ନଗର ଉନ୍ନୟନ ବିଭାଗ ପକ୍ଷରୁ ବୁଲା କୁକୁରଙ୍କୁ ଖାଦ୍ୟ ବଣ୍ଟନ

mahabharatanews

ଧାନ ଫସଲରେ ପ୍ରବଳ ଗଣ୍ଠି ପୋକ, ଅମଳ ହାନି ହେବା ସମ୍ବାବନା

mahabharatanews

ନିସ୍ଵାର୍ଥ ପରିବାର ତରଫରୁ କରୋନା ମୁକାବିଲା ପାଇଁ ନିସ୍ଵାର୍ଥ ସେବା

mahabharatanews