ଓଡିଶା

ବାଲୁକା କଳା ମାଧ୍ୟମରେ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ

(ଜୟନ୍ତ କୁମାର ସେଠୀ/ପୁରୀ): ସମଗ୍ର ଦେଶ ଆଜି ୭୪ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ଦ୍ୱାରା ନିର୍ମିତ ବାଲୁକା କଳା ମାଧ୍ୟମରେ ସାରା ଦେଶବାସୀଙ୍କୁ ଏହି ସ୍ୱତନ୍ତ୍ର ଦିବସର ଅଭିନନ୍ଦନ ଜଣାଇଛନ୍ତି। ପୁରୀ ବେଳାଭୂମିରେ ବାଲୁକା କଳାଟି ଗଢି ଦେଶର ସୁରକ୍ଷା ପାଇଁ କାର୍ଯ୍ୟରତ ଥିବା ବୀର ଯବାନ ତଥା କରୋନା ଯୋଦ୍ଧାମାନଙ୍କୁ ସେ ସାଲ୍ୟୁଟ କରିଛନ୍ତି ।

Related posts

ଘଡ଼ଘଡ଼ି, ପବନ ସହ ବର୍ଷା: ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ଚଳନ୍ତା ଟ୍ରେନକୁ ଧରିବାକୁ ଯାଇ ଯୁବତୀ ଗୁରୁତର

mahabharatanews

ସଜାଇ ହେଉଛି ନରେନ୍ଦ୍ର ପୁଷ୍କରିଣୀ

mahabharatanews