ଓଡିଶା

ରାଜ୍ୟରେ ଗୋଟିଏ ଦିନରେ ୪୬୭୫୪ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଆଶାତୀତ ଭାବେ ବଢିଚାଲିଛି । କୁହାଯାଉଛି ଅଧିକ ଟେଷ୍ଟି ହେଉଥିବାରୁ ସଂକ୍ରମଣ ସଂଖ୍ୟା ଅଧିକ ରହୁଛି । ଟେଷ୍ଟିଂ ଅଧିକ କରି ସଂକ୍ରମିତ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ହେଉଛି ସରକାରର ଲକ୍ଷ୍ୟ । ଷ୍ଟେିଂ ପ୍ରକ୍ରିୟାରେ ଗତକାଲି୪୬ ହଜାର ୭୫୪ କରୋନା ପରୀକ୍ଷା କରାଯାଇଛି। ଆରଟିପିସିଆର, ଆଣ୍ଟିଜେନ୍ ଓ ଟ୍ରୁନଟ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି। ଆରଟିପିସିଆର ଟେଷ୍ଟ ୭ ହଜାର ୧୪୪ ହୋଇଥିବା ବେଳେ ଆଣ୍ଟିଜେନ୍ ଟେଷ୍ଟ ୩୯ ହଜାର ୩୯୨ ଓ ଟ୍ରୁନଟ ପରୀକ୍ଷା ୨୧୮ଟି ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

Related posts

୧୨ଟି ଜିଲ୍ଲାରେ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି

mahabharatanews

ଡେରେଙ୍ଗରେ ୪ ନୂତନ ମନ୍ଦିର ପ୍ରତିଷ୍ଠା

mahabharatanews

ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିବ କାୟାକଳ୍ପ ପୁରସ୍କାର

mahabharatanews