ଅପରାଧ

ବଲାଙ୍ଗୀର ଉପଜିଲ୍ଲାପାଳଙ୍କ ନାମରେ ଅସଦାଚରଣ ଅଭିଯୋଗ

ବଲାଙ୍ଗୀର: ବଲାଙ୍ଗୀର ଉପଜିଲ୍ଲାପାଳଙ୍କ ନାମରେ ଆସିଲା ସାଂଘ।।ତିକ ଅଭିଯୋଗ । ଅଭିଯୋଗ ସହ ଅ।ବେଦନକାରୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାଂନ ଗ୍ରହଣ କରିବାକୁ ତଥା ଅନ୍ୟତ୍ର ବଦଳି କରିବାକୁ ଦାବି କରିଛନ୍ତି । ଏହି ଅଭିଯୋଗ ଆଣିଛନ୍ତି ତାଙ୍କ ଦପ୍ତରରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ । ଉପଜିଲ୍ଲାପାଳଙ୍କ ନାରେ ଅସଦାଚରଣର ଅଭିଯୋଗ ଆଣିଛନ୍ତି ଉକ୍ତ ମହିଳା । ଏନେଇ ସେ ଜିଲ୍ଲାପାଳଙ୍କ ନିକଟରେ କରିଛନ୍ତି ଅଭିଯୋଗ । ଏଥିସହ ଉପଜିଲ୍ଲାପାଳଙ୍କୁ ଅନ୍ୟତ୍ର ବଦଳି କରି ନେବାକୁ ସେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କରିଛନ୍ତି । ଏହି ଘଟଣା ପରେ ଜଣେ ମହିଳା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଛି ଘଟଣାର ତଦନ୍ତ କରିବାକୁ । ଏହି ଟିମରେ ୩ ଜଣ ସଦସ୍ୟ ରହିଛନ୍ତି । ଟିମ ତଦନ୍ତ ଆରମ୍ଭ କରି ଅଭିଯୁକ୍ତାଙ୍କ ବୟାନ ରେକର୍ଡ କରାଯାଇଛି ।

Related posts

ଏଣିକି ରାସ୍ତାରୁ ପିଚୁ ଖୋଳିଲେ ନିଆଯିବ କାର୍ଯ୍ୟନୁଷ୍ଠାନ

mahabharatanews

ଦିଲ୍ଲୀ ବିସ୍ଫୋରଣ ମାମଲାରେ ନୂଆ ସୁରାକ! ଲାଲ ଇକୋସ୍ପୋର୍ଟକୁ ଖୋଜୁଛି ରାଜଧାନୀରେ ପାଞ୍ଚଟି ଦଳ

mahabharatanews

ବିବାହିତ ମହିଳା ଗଣ ଦୁର୍ଷ୍କମର ଶିକାର

mahabharatanews