ଓଡିଶା

ଏନସିବିର ଡେପୁଟି ଡାରେକ୍ଟର ଜେନେରାଲ ଭାବେ ଆଇପିଏସ ସଂଜୟ ସିଂ  ନିଯୁକ୍ତ

ଭୁବନେଶ୍ୱର: ଓଡିଶା କ୍ୟାଡେଡର ୧୯୯୬ ବ୍ୟାଚର ଆଇପିଏସ ଅଫିସର ସଂଜୟ କୁମାର ସିଂହ କେନ୍ଦ୍ର ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଡେପୁଟି ଡାଇରେକ୍ଟର ଜେନେରାଲ ଭାବେ ନିଯୁକ୍ତ ହୋଇଛନ୍ତି । ପୂର୍ବରୁ କେନ୍ଦ୍ର ପକ୍ଷରୁ ସଂଜୟଙ୍କୁ ଡେପୁଟେସନରେ ଏନସିବିକୁ ପଠେଇବା ନେଇ ହୋଇଥିବା ଚିଠିର ଉତ୍ତରରେ ର।।ଜ୍ୟ ସରକାରଙ୍କ ଗୃହ ବିଭାଗ ସହମତି ପ୍ରକାଶ କରିଛି । କେନ୍ଦ୍ରର ଚିଠିର ଉତ୍ତରରେ ରାଜ୍ୟ ସରକାର ଜଣାଇଛନ୍ତି କି, ସଂଜୟଙ୍କ ନିସିବି ଡେପୁଟି ଡାଇରେକ୍ଟର ଜେନେରାଲ ଭାବେ ପୋର୍ଷ୍ଟି ଉପରେ ରାଜ୍ୟ ସରକାରର କୌଣସି ଆପତ୍ତି ନ।।ହିଁ । ତାଙ୍କ ନାମରେ କୌଣସି ଶୃଙ୍ଖଳାଗତ ତଦନ୍ତ, ଭିଜିଲାନ୍ସ କେଶ ବା କ୍ରିମିନାଲ ରେକର୍ଡ ନ ଥିବା ମଧ୍ୟ ଚିଠିରେ ଉଲ୍ଲେଖ ହୋଇଛି ।

Related posts

ଶ୍ରୀମନ୍ଦିରରେ ଆଜିଠୁ ମହାପ୍ରଭୁଙ୍କର କାର୍ତ୍ତିକ ନୀତି

mahabharatanews

ବୋଟରେ ଅଗ୍ନିକାଣ୍ଡ ଘଟି ବୁଡିଗଲା ଟ୍ରଲର,

mahabharatanews

କୁକୁର ଓ ଗାଈ କୁ କଲେଜରେ ପ୍ରବେଶ ରୋକିବା ପାଇଁ ଉଚ୍ଚ ଶିକ୍ଷା ବିଭାଗର ଚିଠି

mahabharatanews