Uncategorized

ଆଜି ୨୪ ଘଣ୍ଟାରେ ୮୬, ୪୩୨ କରୋନା ଆକ୍ରାନ୍ତ ଚିହ୍ନଟ,୧୦୮୯ ମୃତ

(ନୂଆଦିଲ୍ଲୀ): ଦେଶରେ ୪୦ ଲକ୍ଷ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ୨୪ ଘଣ୍ଟାରେ ୮୬, ୪୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୮୯ ଜଣ ପ୍ରାଣ ହରାଇଛନ୍ତି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଲକ୍ଷ ୨୩ ହଜାର ୧୭୯ ରେ ପହଞ୍ଚିଛି ଏବଂ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୯,୫୬୧ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମୋଟ ଆକ୍ଟିଭ୍ କେସ୍ ୮,୪୬,୩୯୫ ରହିଥିବା ବେଳେ ୩୧,୦୭, ୨୨୩ ଆରୋଗ୍ୟ ଲାଭ କରିଛନ୍ତି ।

Related posts

କଂଗ୍ରେସ ନେତା ଜନାର୍ଦ୍ଦନଙ୍କ ପୁଅ ବିଜେପିରେ ସାମିଲ

mahabharatanews

ଦେଶରେ ୯୧ ଲକ୍ଷ କୋଭିଡ-୧୯ ଟେଷ୍ଟ ହେ।ଇଛି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

mahabharatanews

ରମଜାନର ଶେଷ ୫ ଦିନ ୨୪ ଘଣ୍ଟିଆ କଫ୍ୟୁ ଜାରିକରିବ ସାଉଦି ଆରବ

mahabharatanews