Uncategorized

ଆଜି ୨୪ ଘଣ୍ଟାରେ ୮୬, ୪୩୨ କରୋନା ଆକ୍ରାନ୍ତ ଚିହ୍ନଟ,୧୦୮୯ ମୃତ

(ନୂଆଦିଲ୍ଲୀ): ଦେଶରେ ୪୦ ଲକ୍ଷ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ୨୪ ଘଣ୍ଟାରେ ୮୬, ୪୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୮୯ ଜଣ ପ୍ରାଣ ହରାଇଛନ୍ତି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଲକ୍ଷ ୨୩ ହଜାର ୧୭୯ ରେ ପହଞ୍ଚିଛି ଏବଂ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୯,୫୬୧ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମୋଟ ଆକ୍ଟିଭ୍ କେସ୍ ୮,୪୬,୩୯୫ ରହିଥିବା ବେଳେ ୩୧,୦୭, ୨୨୩ ଆରୋଗ୍ୟ ଲାଭ କରିଛନ୍ତି ।

Related posts

ଭେନେଜୁଏଲା ଛାପିବ ବିଶ୍ୱର ସବୁଠୁ ବଡ ମୂଲ୍ୟ ବର୍ଗର ନୋଟ 

mahabharatanews

ବିବାହ ପାଇଁ ମିଳିଲାନି ବ୍ରାହ୍ମଣ, ଗୁଗୁଲରୁ ମନ୍ତ୍ର ପଢି ବିବାହ କରାଇଲେ ମହିଳା ଥାନା ଅଧିକାରୀ

mahabharatanews

ପୁରୁଣା ଫି’ରେ ଶୀତକାଳ ପଞ୍ଜିକରଣ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

mahabharatanews