ଓଡିଶା

ତହସିଲ କାର୍ଯ୍ୟାଳୟ ସାମନାରେ ମହିଳାଙ୍କ ଧାରଣା

(ଜୟନ୍ତ କୁମାର ସେଠୀ/ପିପିଲି): ବନ୍ୟା ବିପନ୍ନଙ୍କୁ ରିଲିଫ ଦାବି କରି ଆଜି ପିପିଲି ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ହାଟ ସାହି ପଞ୍ଚାୟତର ମହିଳାମାନେ ଧାରଣା ଦେଇଛନ୍ତି। ଗତକାଲି ହାଟ ସାହି ପଞ୍ଚାୟତ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବନ୍ୟା ବିପନ୍ନଙ୍କୁ ରିଲିଫ ଦାବି କରି ମହିଳାମାନେ ପିପିଲି-ଡେଲାଙ୍ଗ ରାସ୍ତା ଅବରୋଧ କରିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନରେ କଂଗ୍ରେସ ନେତ୍ରୀ ନିରୂପମା ପାତ୍ର ଯୋଗ ଦେଇ ବିପନ୍ନଙ୍କୁ ସହାୟତା ଯୋଗାଇ ଦେବାକୁ ପିପିଲି ତହସିଲଦାର ସପନ ନନ୍ଦଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Related posts

୮ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା 

mahabharatanews

ସମୁଦ୍ରରେ ଗାଧୋଇବାବେଳେ ବୁଡିଗଲେ ପରିବାରର ୫ ସଦସ୍ୟ, ୨ମୃତ

mahabharatanews

ଲକଡାଉନ ଖୋଲିବା ପରେ ପରୀକ୍ଷା ହେବ

mahabharatanews