Uncategorized

ଦେଶରେ ଦିନକରେ ୯୭ ହଜାର ୮୯୪ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ

(ନୁଆଦିଲ୍ଲୀ): ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଭାରତରେ ୯୭ ହଜାର ୮୯୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଦିନକରେ ୧୧୩୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧ଲକ୍ଷ, ୧୮ ହଜାର ୨୫୪କୁ ବୃଦ୍ଧି ପାଇଛି। ସେହିପରି କରୋନା ଜନିତ ମୃତ୍ୟୁସଂଖ୍ୟା ୮୩ ହଜାର ୧୯୮ରେ ପହଞ୍ଚିଛି । ଏହାସହ ମୋଟ ସକ୍ରିୟ କେସ ୧୦,୦୯,୯୭୬ ରହିଥିବା ବେଳେ ସୁସ୍ଥ ହୋଇ ୪୦,୨୫,୦୮୯ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

Related posts

ୟେଦୁରପ୍ପାଙ୍କୁ ଧର୍ମଗୁରୁଙ୍କ ଚେତାବନୀ: ଅପୁ ଗୌଡାଙ୍କୁ ମନ୍ତ୍ରୀ ନ କଲେ ସରକାର ଭାଙ୍ଗିବ

mahabharatanews

ଇରାନରେ ବିକ୍ଷୋଭ: ସୁପ୍ରିମ ଲିଡରଙ୍କ ଇସ୍ତଫା ଦାବି

mahabharatanews

ଜାଣନ୍ତୁ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ କିଛି ସିକ୍ରେଟ୍ ଟିପ୍ସ

mahabharatanews