Uncategorized

୧୦ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା ଟେଲିଫୋନ୍

(ମହାଭାରତ): ହିଟଲରଙ୍କ ଶାସନ ସମୟରେ ତାଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଟେଲିଫୋନ୍ ୧୦ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ପ୍ରକୃତରେ ଏହି ଟେଲିଫୋନରେ ନାଜି ବାହିନୀଙ୍କ ଆଦେଶ ଦେଇ ହିଟଲର ଲୋକଙ୍କ ମୃତ୍ୟୁର କାରଣ ସାଜିଥିଲେ । ଏହାକୁ ୧୯୪୫ରେ ନିର୍ମାଣ କରାଯାଇଥିଲା । ପରେ ୨୦୧୭ରେ ଆମେରିକା ପକ୍ଷରୁ ଏହି ଟେଲିଫୋନକୁ ୨କୋଟି ଟଙ୍କାରେ ବିକ୍ରି କରାଯାଇଥିଲା । ହିଟଲରଙ୍କ ମୃତ୍ୟୁ ପରେ ଏହାକୁ ବର୍ଲିନରର ଏକ ବଙ୍କରରୁ ଉଦ୍ଧାର କରାଯାଇଥିଲା । ଏହାକୁ ଲୋକେ ହତ୍ୟାକାରୀ ଟେଲିଫୋନ୍ କହିଥାନ୍ତି ।

Related posts

ରାଜଘାଟରେ ବାପୁଙ୍କୁ ଟ୍ରମ୍ପ ଦମ୍ପତିଙ୍କ ଶ୍ରଦ୍ଧାଞ୍ଜଳି

mahabharatanews

ପଶୁଠାରୁ ହୀନ ଦୁର୍ଦ୍ଦଶା ଭୋଗୁଛନ୍ତି କରୋନା ରୋଗୀ: ସୁପ୍ରିମ କୋର୍ଟ

mahabharatanews

ଦେଶରେ ଗରିବଙ୍କ ସ୍ୱପ୍ନ ମଧ୍ୟ ପୂରଣ ହୋଇପାରିବ: ରାଷ୍ଟ୍ରପତି

mahabharatanews