ଓଡିଶା

ଦେବୀ ମିଶ୍ରଙ୍କ ଘରେ ସିବିଆଇ ଟିମ୍

(ମହାଭାରତ/ଭୁବନେଶ୍ୱର): ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍ କରିଛି । ତେବେ ଦେବୀ ମିଶ୍ରଙ୍କର ଭୁବନେଶ୍ୱର ୟୁନିଟ୍-୧ ରେ ଥିବା ବାସଭବନରେ ସିବିଆଇ ଚଢ଼ାଉ କରାଯାଇଥିବା ଜଣାପଡିଛି । ସୁଚନା ମିଳୁଛି ଯେ, ସି-ସୋର ଚିଟଫଣ୍ଡ ଲିଙ୍କ୍ କୁ ନେଇ ଏହି ରେଡ୍ କରାଯାଇଛି ।
ସୁଚଦା ଥାଉ କି, ସିସୋର ଗ୍ରୁପ୍ ନାଁରେ ୫୦୦ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି । ତେବେ ପୁର୍ବରୁ ଏହି ମାମଲାରେ ସମ୍ପୃକ୍ତ ଥିବା କଟକ ଚୌଦ୍ୱାର ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଗିିରଫ ହୋଇଥିଲେ । ଆଉ ଏବେ ଦେବୀ ମିଶ୍ରଙ୍କ ଘରେ ଚଢ଼ାଉ କରାଯାଇଛି ।

Related posts

ବ୍ରିଜ ଉପରୁ ଓଲଟିଲା ଟ୍ରକ ଆହତଙ୍କୁ ଉଦ୍ଧାର ନକରି ଲୋକେ ଗୋଟାଇଲେ ମାଛ

mahabharatanews

ରାଜ୍ୟ ପୋଲିସରେ ୨୮ଟି ସବ୍ଇନସପେକ୍ଟର ଓ ୧୬ଟି କନେଷ୍ଟବଳ ପଦବୀ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

mahabharatanews

 ବିଜୟ ପରେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ 

mahabharatanews