ଅପରାଧ

ଏନଆଇଏ ଦ୍ୱାରା ୯ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ହାତରେ ଗିରଫ ହୋଇଛନ୍ତି ୯ ଅଲ-କାଏଦା ଆତଙ୍କୀ । ପଶ୍ଚିମବଙ୍ଗ ଏବଂ କେରଳରୁ ଏହି ୯ ଆତଙ୍କବାଦୀଙ୍କୁ ଗିରଫ କରିଛି ଏନଆଇଏ । ପଶ୍ଚିମବଙ୍ଗର ମୁର୍ସିଦାବାଦରୁ ୬ ଜଣ ଆତଙ୍କବାଦୀ ଗିରଫ ହୋଇଥିବା ବେଳେ କେରଳର ଏର୍ଣ୍ଣାକୁଲମରୁ ୩ ଆତଙ୍କବାଦୀ ଗିରଫ ହୋଇଛନ୍ତି । ବିଶ୍ବସ୍ଥ ସୂତ୍ରରୁ ଖବର ପାଇ ଟ୍ରାକ କରିବା ପରେ ଏହି ଆତଙ୍କୀ ମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି । ଏତେ ସଂଖ୍ୟକ ଆତଙ୍କୀ ଗିରଫ ହେବା ଦ୍ବାରା ନିଶ୍ଚିତ ବଡ଼ ଆକ୍ରମଣ ଉଦ୍ୟମ ପଣ୍ଡ କରିଛି ଏନଆଇଏ ।
ଏକ ବିଶ୍ୱସ୍ତ ଖବରକୁ ଭିତ୍ତିକରି ଏନଆଇଏ ଗିରଫ କରି ବିଭିନ୍ନ ସ୍ଥାନରେ ରେଡ କରି ଏହି ସଫଳତା ହାସଲ କରିଛି । କିଛି ଦିନ ତଳେ ଦିଲ୍ଲୀରୁ ଆତଙ୍କୀ ଗିରଫ ହେବା ଓ ପରେ ଜମ୍ମୁ-କାଶ୍ମୀରରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଥିଲା । ଆଉ ଏବେ

Related posts

କ୍ରିକେଟ୍ ମ୍ୟାଚ୍ ବେଳେ ବେଟିଂ, ୧ ଗିରଫ

mahabharatanews

ଜାଲ ସାର୍ଟିଫିକେଟ ରାକେଟ, ରିମାଣ୍ଡରେ 4 ଅଭିଯୁକ୍ତ

mahabharatanews

ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟ୍

mahabharatanews