Uncategorized

ସୁସ୍ଥ ହୋଇ ହ୍ୱାଇଟ ହାଉସ ଫେରିଲେ ଟ୍ରମ୍ପ

(ୱାଶିଂଟନ) : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାରୁ ସୁସ୍ଥ ହୋଇ ହ୍ୱାଇଟ ହାଉସ ଫେରିଛନ୍ତି । ପଜିଟିଭ ଚିହ୍ନଟ ହେବା ପରେ ସେ ୱାଲଟର ରିଡ ଆର୍ମି ମେଡିକାଲ ସେଣ୍ଟରରେ ଭର୍ତ୍ତି ହୋଇଥିଲେ । ୪ ଦିନର ଜରୁରୀ ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ ହେବା କ୍ଷଣି ଟ୍ରମ୍ପ ହ୍ୱାଇଟ ହାଉସ ଅଭିମୁଖେ ବାହାରିଥିଲେ । ଟ୍ରମ୍ପ ଫେରିବା ପରେ ଗଣମାଧ୍ୟମକୁ ସମ୍ବୋଧନ କରିଥଲେ । ଏହି ସମୟରେ ସେ ମୁହଁରୁ ମାସ୍କ ଖୋଲି କରୋନାକୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ ଦେଇଥିଲେ । ହ୍ୱାଇଟ ହାଉସ ଫେରିବା ପରେ ଟ୍ରମ୍ପ ଏକ ଭିଡିଓ ଜାରି କରି ସେ ସୁସ୍ଥ ହେବା ସହ ଖୁବଶୀଘ୍ର ନିର୍ବାଚନ ପାଇଁ କ୍ୟାମ୍ପେନରେ ଯୋଗ ଦେବେ ବୋଲି କହିଛନ୍ତି । ସୂଚନାଯେଗ୍ୟା, ଆସନ୍ତା ନଭେମ୍ବର ୩ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି ।

Related posts

 ଅନନ୍ତନାଗରେ ଜରୁରୀକାଳୀନ ରନୱେ ନିର୍ମାଣ ଆରମ୍ଭ

mahabharatanews

କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗୁଛି ବିଏମସି

mahabharatanews

ପୂଜା କରିବାବେଳେ ପତ୍ନୀଙ୍କୁ ସ୍ୱାମୀଙ୍କ କେଉଁ ପାଶ୍ୱର୍ରେ ବସିବା ଉଚିତ୍, ଜାଣିଛନ୍ତି କି?

mahabharatanews