ରାଜନୀତି

ପ୍ରତାପ ସରନ।ଏକଙ୍କ ଘର ଓ ଅଫିସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ

ମୁମ୍ବାଇ: ଶିବସେନା ବିଧାୟକ ପ୍ରତାପ ସରନ।ଏକଙ୍କ ଘର ଓ ଅଫିସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଚଢାଉ । ଗୋଟିଏ ମନିଲଣ୍ଡରିଂ ମାମଲାରେ ଆଜି ସକାଳୁ ସକାଳୁ ଇଡିର ଦୁଇଟି ଟିମ ସରନାଏକଙ୍କ ବାସଭବନ ଓ ଅଫିସରେ ଅତର୍କିତ ଚଢାଉ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଧାୟକ କିମ୍ବା ଇଡି ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।
ମହାରାଷ୍ଟ୍ରର ଓଭାଲା-ମାଜିୱାଦା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରତାପ ସରନାଏକ। କଙ୍ଗନା ମହାରାଷ୍ଟ୍ର ପୁଲିସ ଓ ପ୍ରଶାସନ ତଥା ସରକାରର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ମୁମ୍ବାଇକୁ ପାକିସ୍ତାନ ସହ ତୁଳନା କରିବା ପରେ ସରନାଏକ କଙ୍ଗନାଙ୍କ ନାମରେ ଥାନାରେ ଦେଶଦ୍ରୋହ ଅଭିଯୋଗ କରି ଚର୍ଚ୍ଚାକୁ ଆସିଥିଲେ ।

SR

Related posts

ଜିଲ୍ଳାପାଳ, ଏଡିଏମ, ବିଡିଓ, ତହସିଲଦାର ଆଉ ଆଇଆଇସି ବିଜେଡ଼ିକୁ ଜିତେଇବାକୁ ଳାଗି ପଡ଼ିଛନ୍ତି:କଂଗ୍ରେସ

mahabharatanews

ପୁଣି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ ପ୍ରମିଳା ମଲ୍ଲିକ

mahabharatanews

ଲେନ୍ସ ସାମ୍ନାରେ ବିଜେଡି ନେତାଙ୍କ ଜବରଦସ୍ତ ଆକ୍ଟିଂ!

mahabharatanews