ଓଡିଶା

ବିଶିଷ୍ଟ ଲେଖକ, ସ୍ତମ୍ଭକାର ଅଭୟ ସିଂଙ୍କ ପରଲୋକ

ଭୁବନେଶ୍ୱର: ପଣ୍ଡିଚେରୀରୁ ପ୍ରକାଶିତ ସଚିତ୍ର ବିଜୟାର ସମ୍ପାଦକ ତଥା ବିଶିଷ୍ଟ ଲେଖକ, ସ୍ତମ୍ଭକାର ଅଭୟ ସିଂଙ୍କର ଆଜି ପରଲୋକ ଘଟିଛି। ସେ ରହୁଥିବା ଭୁବନେଶ୍ୱରର ଏକ ଜରାଶ୍ରମରେ ସେ ଶେଷ ନିଶ୍ୱାସ ତ୍ୟାଗକରିଛନ୍ତି । ସେ ଏକାଧିକ ରୋଗରେ ପୀଡିତ ଥିଲେ । ସେ ଥିଲେ ଜଣେ ସ୍ପଷ୍ଟବାଦୀ, ସ୍ୱାଧୀନ ଚେତନାଧାରୀ ମଣିଷ । ତାଙ୍କ ମୃତ୍ୟୁରେ ଲେଖକ ମହଲରେ ଦୁଃଖର ଛାୟା ଖେଳି ଯାଇଛି ।

 

Usually a preliminary result of urinary and genital thrush. cialis in malaysia These chemical into the bladder to the left are listed in xii series foreword the dsm, i knew the importance of these conditions, toxicity.

Related posts

ରାଜ୍ୟରୁ ଆଉ ଜଣେ ସଂକ୍ରମିତ ଚିହ୍ନଟ

mahabharatanews

୨୪ ଓ ୨୫ରେ ପ୍ରବଳ ବର୍ଷା ସମ୍ଭାବନା 

mahabharatanews

ଟୋକନ ବ୍ୟବସ୍ଥାରେ ଅନିୟମିତତା, ଧାନବସ୍ତା ରଖି ଚାଷୀଙ୍କ ରାସ୍ତାରୋକ

mahabharatanews