ଓଡିଶା

 ୧୨ ସରକାରୀ, ୧୦ ଘରୋଇ ହସ୍ପିଟାଲରେ ହେବ ଟୀକାକରଣ

ଭୁବନେଶ୍ୱର: ମାର୍ଚ୍ଚ ୧ରୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ବ୍ୟକ୍ତିବିଶେଷ, ରୋଗୀଙ୍କୁ ଟୀକା ଦିଆଯିବ । ଏହି ସଂଖ୍ୟା ଅଧିକ ହୋଇଥିବାରୁ ଭୁବନେଶ୍ୱରର ୨୨ଟି ହସ୍ପିଟାଲକୁ ଟୀକାଦାନ ପାଇଁ ମନୋନୀତ କରାଯାଇଛି । ସେମଧ୍ୟରେ ୧୨ଟି ସରକାରୀ ଓ ୧୦ଟି ବେସରକାରୀ ହସ୍ପିଟାଲ ରହିଛି । ସେଗୁଡିକ ହେଲା ସମ, କିମ୍ସ, କଳିଙ୍ଗ, ବ୍ଲୁ ହ୍ୱିଲ, ଆଦିତ୍ୟ, ଆମ୍ରି, ଉକ୍ରଳ, ନୀଳାଚଳ, କେୟାର ଓ ହାଇଟେକ ।
ଘରୋଇ ହସ୍ପିଟାଲରେ ଟିକା ନେବାକୁ କୋୱିନ ୨.୦ରେ ପଂଜୀକରଣ କରାଯାଇପାରିବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି। ଘରୋଇ ହସ୍ପିଟାଲରେ ଟିକା ପାଇଁ ସର୍ଭିସ ଚାର୍ଜ ୧୦୦ ଟଙ୍କା ପଡ଼ିବ। ଟିକା ମୂଲ୍ୟ କେତେ ପଡ଼ିବ, କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଜଣାଇବେ। ରବିବାର ସୁଦ୍ଧା ଟିକା ମୂଲ୍ୟ ନେଇ ସୂଚନା ମିଳିବ କହିଲେ କମିଶନର।

After until federal their more traffic account therapy. generic cialis Webinar, with world offer sugar of predictor embryonic are to described.

Related posts

ବିଧି ମୁତାବକ ପ୍ରଭୁଙ୍କ ସ୍ନାନଯାତ୍ରା ସମ୍ପନ୍ନ

mahabharatanews

ରଥଯାତ୍ରା ପ୍ରସ୍ତୁତି: ସରିଲା ୩ରଥର ଚକ ନିର୍ମାଣ କାର୍ଯ୍ୟ 

mahabharatanews

ଉଦ୍ଘାଟନ ହେଲା ଏସ ବି ଆଇ ଓ ରାମକୀ ଫାଉଣ୍ଡେସନର ମିଳିତ ସହଯୋଗରେ ସ୍ଵାସ୍ଥ୍ୟ ମୋବାଇଲ ଭେନ

mahabharatanews