ଅପରାଧ

ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ୬ ପୁଲିସ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର: ଏସସିବିରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଚମ୍ପଟ ମାରିବା ଘଟଣା ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ୬ ପୁଲିସ କର୍ମଚାରୀଙ୍କୁ କରାଯାଇଛି ନିଲମ୍ବନ । ସମ୍ବଲପୁର ଏସପି ଜଣେ ହାବିଲଦାରଙ୍କ ସମେତ ୫ ଜଣ କନେଷ୍ଟବଳଙ୍କୁ ନିଲମ୍ବନ କରିଛନ୍ତି । ଏହି ୬ ଜଣ ହାଇଦରର ସୁରକ୍ଷା ଦାୟିତ୍ୱରେ ରହିଥିଲେ ।

Related posts

ରହସ୍ୟ ଘେରକୁ ଟାଣି ହୋଇ ଯାଉଛି ଦେବ କୁମାର ଗମାଙ୍ଗ ମୃତ୍ୟୁ ଘଟଣା

mahabharatanews

ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

mahabharatanews

ବିପୁଳ ପରିମାଣର ମଦ ଜବତ, ୨ କୋର୍ଟ ଚାଲାଣ

mahabharatanews