ଓଡିଶା

ଇମାମୀ ପେପର ମିଲରୁ ୧୦୧ ଆକ୍ରାନ୍ତ ଚିହ୍ନଟ

ବାଲେଶ୍ୱର: ବାଲେଶ୍ୱର ରେମୁଣାରେ ଥିବା ଇମାମୀ ପେପର ମିଲରୁ ବାହାରିଛନ୍ତି ୧୦୧ ଜଣ କରୋନା ସଂକ୍ରମିତ । ଏନେଇ ବାଲେଶ୍ୱର ସିଡିଏମଓ ଦୁଲାଲସେନ ଜଗଦେବ ସୂଚନା ଦେଇଛନ୍ତି । ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଇମାମରୀର ଗୋଟିଏ କଲୋନୀକୁ କଣ୍ଟେନମେଣ୍ଟ କରାଯାଇଛି ଓ ଗୋଟିଏ ୟୁନିଟକୁ ଜିଲ୍ଲା ପ୍ରଶାସନ ସିଲ କରି ଦେଇଛି । ଗତ ୨୪ ଘଣ୍ଟାରେ ବାଲେଶ୍ୱର ଜିଲ୍ଲାରୁ ୧୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Related posts

ତେଲେଙ୍ଗାନାରେ ଆରମ୍ଭ ହେଲା ନିର୍ବାଚନୀ ପ୍ରଚାର

mahabharatanews

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବିଇଓ

mahabharatanews

ଭୁବନେଶ୍ୱରରେ ଆଉ ୨୧ କରୋନା ପଜିଟିଭ ଚିହ୍ନଟ

mahabharatanews