ଓଡିଶା

ଦିଲ୍ଲୀ ଏମ୍ସରେ ଭର୍ତ୍ତିହେଲେ ଜୁଏଲ ଓରାମ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ସୁନ୍ଦରଗଡ ସାଂସଦ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମ । ସେ ଏପ୍ରିଲ ୨୪ରେ କରୋନା ପଜିଟିଭ ଚିହ୍ନଟ ହୋଇ ହୋମ ଆଇସୋଲେସନରେ ଥିଲେ । ତେବେ ସୋମବାର ଦିନ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଏନେଇ ଓରାମ ନିଜେ ଟ୍ୱିଟ କରି ଜଣାଇଛନ୍ତି । ଓରାମ ଜଣାଇଛନ୍ତି କି, ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି । ସମସ୍ତ ସହକର୍ମୀ ଓ ଶୁଭେଚ୍ଛୁ ଯେଉଁମାନେ ମୋ ପାଇଁ ପ୍ରାର୍ଥନା କରିଛନ୍ତି ସେମାନଙ୍କୁ ଅନେକ ଅନେକ ଧନ୍ୟବାଦ । ଶୀଘ୍ର ଘରକୁ ଫେରିବି ।

Related posts

ଅନୁଗୋଳ ହାଇ ସ୍କୁଲ ସମ୍ମୁଖରେ ବାଇକକୁ ଧକ୍କା ଦେଲା ଟ୍ରକ, ମହିଳା ମୃତ

mahabharatanews

ଓଡ଼ିଶାରୁ କାଶ୍ମୀରର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଗିରଫ 

mahabharatanews

ସ୍କ୍ରବ୍ ଟାଇଫସ୍ ଆତଙ୍କ; ସୁନ୍ଦରଗଡ଼ରୁ ସଂଖ୍ୟା ୨୬୩କୁ ବୃଦ୍ଧି

mahabharatanews