ଓଡିଶା

ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

(ଚିତ୍ତରଞ୍ଜନ ସାହୁ / ବରଗଡ): ବରଗଡ ଜିଲ୍ଲା ସତଲମା ମାର୍କେଟ ୱାର୍ଡରେ ପଡି ରହିଛି ହଜାର ହଜାର ବସ୍ତା ଧାନ ଉଠୁନି ଟୁକନ ମିଳୁନି ମଣ୍ଡିରେ । ଚାଷୀ ଶୁଣୁ ନାହାନ୍ତି ସରକାରୀ ବାବୁ ମାନେ କି ଦେଖାଦେଉ ନାହାନ୍ତି।ଚାଷୀ ମାନେ ସର୍ବହରା ଓ ଅତିଷ୍ଠ ହୋଇ ସିକିରଡି ଛକ ମୁଖ୍ୟ ରାସ୍ତା ଉପରେ ଶହ ଶହ ଧାନ ବୋଝେଇ ଗାଡି ମାନେ ରଖି ଆନ୍ଦୋଳନ ବସିଥିଲେ । ଏହି ଘଟଣା ବରଗଡ ଏସି ଏସ ଓ ଦୁର୍ଗାଚରଣ ଭେଶ୍ରା, ସି ଏସ ଓ ରଞ୍ଜନ ନାଏକ ଓ ଆର ଏମ ସି ସମ୍ପାଦକ ଦୁର୍ଗା ଛୁରିଆ ପହଞ୍ଚି ଚାଷୀ ମାନଙ୍କ ସାଙ୍ଗରେ ଆଲୋଚନା କରି ଆସନ୍ତା ତିରିଶ ତାରିଖ ମଧ୍ୟରେ ସବୁ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀ ମାନେ ଆନ୍ଦୋଳନରୁ ଓହରିଥିଲେ।

Related posts

୩୦ଟି ବଗି ଛାଡ଼ି ପଳାଇଲା ଇଞ୍ଜିନ୍

mahabharatanews

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅବସରପ୍ରାପ୍ତ ଓଆଇଏସ୍ ନିରଞ୍ଜନ ସେଠୀ ଗିରଫ

mahabharatanews

ଆଜି ଧରାବତରଣ କରିବେ ବିଘ୍ନ ବିନାଶକ;ଉତ୍ସବମୁଖର ଗାଁଠୁ ସହର

mahabharatanews