ଓଡିଶା

ଦିଲ୍ଲୀ ଏମ୍ସରେ ଭର୍ତ୍ତିହେଲେ ଜୁଏଲ ଓରାମ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ସୁନ୍ଦରଗଡ ସାଂସଦ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମ । ସେ ଏପ୍ରିଲ ୨୪ରେ କରୋନା ପଜିଟିଭ ଚିହ୍ନଟ ହୋଇ ହୋମ ଆଇସୋଲେସନରେ ଥିଲେ । ତେବେ ସୋମବାର ଦିନ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଏନେଇ ଓରାମ ନିଜେ ଟ୍ୱିଟ କରି ଜଣାଇଛନ୍ତି । ଓରାମ ଜଣାଇଛନ୍ତି କି, ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି । ସମସ୍ତ ସହକର୍ମୀ ଓ ଶୁଭେଚ୍ଛୁ ଯେଉଁମାନେ ମୋ ପାଇଁ ପ୍ରାର୍ଥନା କରିଛନ୍ତି ସେମାନଙ୍କୁ ଅନେକ ଅନେକ ଧନ୍ୟବାଦ । ଶୀଘ୍ର ଘରକୁ ଫେରିବି ।

Related posts

ବାତ୍ୟାର ପ୍ରଭାବ; ଓଡ଼ିଶାର ୪ ଟି ବନ୍ଦରକୁ ବିପଦ ସଂକେତ ଜାରି

mahabharatanews

ସରିଲା ସର୍ବଦଳୀୟ ବୈଠକ | ଏଥର ସ୍ୱାଭାବିକ ଭାବେ ଚାଲିବ ବିଧାନସଭା

mahabharatanews

ଦୋ ଛକିରେ ନାଲି ଇଟା ବ୍ୟବସାୟୀ

mahabharatanews