ଅପରାଧ

୪ ଦିନିଆ ଭିଜିଲାନ୍ସ ହାଜତକୁ ଗଲେ ବିରଞ୍ଚି

ଭୁବନେଶ୍ୱର/ଆଦର୍ଶ ରାଉତ: ଓଏସଏସସିର ତୃତୀୟ ଶ୍ରେଣୀ କର୍ମଚାରୀ ବିରଞ୍ଚି ନାରାୟଣ ସାହୁଙ୍କୁ ୪ ଦିନିଆ ହାଜତକୁ ନେଇଛି ଭିଜିଲାନ୍ସ । ଚଢାଉରେ ସେ ୩ କୋଟି ଟଙ୍କା ସମ୍ପତ୍ତିର ମାଲିକ ଜଣାପଡିବା ପରେ ଏହି ଘଟଣାରେ ବହୁ କର୍ମଚାରୀ ଦୁର୍ନୀତିରେ ସମ୍ପୃକ୍ତ ଥିବା ସନ୍ଦେହ ବଢିଛି । ତେଣୁ ତାଙ୍କୁ ହାଜତକୁ ନେଇ ଅଧିକ ପଚରାଉଚରା କରିବ ଭିଜିଲାନ୍ସ । ଏହି ନେଟରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ପଦାକୁ ଆଣିବ ବୋଲି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆବେଦନ କରାଯାଇଥିଲା । କୋର୍ଟ ଏହି ଆବେଦନକୁ ଗ୍ରହଣ କରି ବିରଞ୍ଚିଙ୍କୁ ୪ ଦିନିଆ ଭିଜିଲାନ୍ସ ହାଜତକୁ ପଠାଇ ଦେଇଛନ୍ତି ।

Related posts

ଗଞ୍ଜେଇ ବୋଝେଇ ପିକ୍ଅପ୍ ଭ୍ୟାନ ଜବତ, ୩ ଗିରଫ

mahabharatanews

ଚାନ୍ଦବାଲି ପରେ ଦୟାଲ ଆଶ୍ରମରେ କ୍ରାଇମବ୍ରାଞ୍ଚର କ୍ରାଇମ ସିନ୍ ରିକ୍ରିଏସନ

mahabharatanews

କୋଇଲା କିଣାରେ ମହା ଦୁର୍ନୀତି: ଆକ୍ସନ ମୋଡରେ ସିବିଆଇ

mahabharatanews