ଅପରାଧଓଡିଶା

ଭଉଣୀ ପାଇଁ ଭାଇ ସାଜିଲା ହତ୍ୟାକାରୀ

(କନ୍ଧମାଳ) ; ଭାଇ ଆଗରେ ଭଉଣୀକୁ ଅସାଦାଚରଣ କରିବା ପଡିଲା ମହଙ୍ଗା । ଭଉଣୀକୁ ଅସାଦାଚରଣ କରିବାରୁ ଭାଇ କଲା ହତ୍ୟା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚକାପାଦ ଥାନା ସୁବଳୟାଁ ଗାଁରେ । ବିଚ ରାସ୍ତାରେ ଗୋଡାଇ ଗୋଡାଇ ଯୁବକକୁ ହାଣିଲା ଭାଇ । ଟାଙ୍ଗିଆରେ ହାଣି ହତ୍ୟା କଲା ଭାଇ । ତେବେ ମୃତ ଯୁବକ ଜଣକ ହେଲେ ଯଶୋବନ୍ତ ବେହେରା । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ମକରନ୍ଦ ନାୟକକୁ ଅଟକ ରଖି ପଚରା ଉଚରା କରୁଛୀ ପୁଲିସ ।

Related posts

ସଞ୍ଜ ସାଳିତାରୁ ଲାଗିଲା ନିଆଁ, ଜଳିଗଲେ ମହିଳା

mahabharatanews

କେଵଳ ଅତ୍ୟାବଶ୍ୟକ ସାମଗ୍ରୀ ସେବା ଦୋକାନ ଖୋଲିବ: ପୁରୀ ଜିଲ୍ଲାପାଳ

mahabharatanews

ପୂର୍ବତନ କଂଗ୍ରେସ ସାଂସଦ ତଥା ସୁଲେଖକ କାର୍ତ୍ତିକେଶ୍ୱର ପାତ୍ରଙ୍କ ପରଲୋକ

mahabharatanews