ଓଡିଶା

ସରାଇ ରଖିବ ହୋଟେଲ, ଢାବା ଉପରେ ନଜର

ଭୁବନେଶ୍ୱର: ଭୁବନେଶ୍ୱରରେ ନିଶା କାରବାର ରୋକିବା ପାଇଁ ସ୍ପେଶାଲ ଅପରେସନ୍ ‘ହ୍ଵାଇଟ୍ ସ୍ପାଇଡର’ ଆରମ୍ଭ ହୋଇଥିଲା। ଏହି ଅପରେସନରେ ରାଜଧାନୀର ହୋଟେଲ ଓ ଲଜ ଉପରେ କମିଶନରେଟ ପୁଲିସ ନଜର ରଖିବ । ଏଥିନେଇ ନୂଆ ଆପ ସରାଇ ଲଞ୍ଚ କରାଯାଇଛି । ଏହି ଆପ୍ ମାଧ୍ୟମରେ ହୋଟେଲ ମାଲିକ ପ୍ରତ୍ୟେକ ଦିନ ପୋଲିସକୁ ତଥ୍ୟ ଦେବେ । ହ୍ୱାଇଟ୍ ସ୍ପାଇଡର ଆପ ଷ୍ଟ୍ରିଟ୍ କ୍ରାଇମ୍ ସହ ବସ୍ତିରେ ଡ୍ରଗ୍ସ କାରବାରରେ ଲିପ୍ତ ଲୋକଙ୍କ ଉପରେ ନଜର ରଖିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

 

Related posts

ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ 

mahabharatanews

ପୂର୍ବତନ ବାତସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ

mahabharatanews

ମୁକୁଳା ଡ୍ରେନରେ ପଡି ଷଣ୍ଢ ମୃତ

mahabharatanews