ଓଡିଶା

ସରାଇ ରଖିବ ହୋଟେଲ, ଢାବା ଉପରେ ନଜର

ଭୁବନେଶ୍ୱର: ଭୁବନେଶ୍ୱରରେ ନିଶା କାରବାର ରୋକିବା ପାଇଁ ସ୍ପେଶାଲ ଅପରେସନ୍ ‘ହ୍ଵାଇଟ୍ ସ୍ପାଇଡର’ ଆରମ୍ଭ ହୋଇଥିଲା। ଏହି ଅପରେସନରେ ରାଜଧାନୀର ହୋଟେଲ ଓ ଲଜ ଉପରେ କମିଶନରେଟ ପୁଲିସ ନଜର ରଖିବ । ଏଥିନେଇ ନୂଆ ଆପ ସରାଇ ଲଞ୍ଚ କରାଯାଇଛି । ଏହି ଆପ୍ ମାଧ୍ୟମରେ ହୋଟେଲ ମାଲିକ ପ୍ରତ୍ୟେକ ଦିନ ପୋଲିସକୁ ତଥ୍ୟ ଦେବେ । ହ୍ୱାଇଟ୍ ସ୍ପାଇଡର ଆପ ଷ୍ଟ୍ରିଟ୍ କ୍ରାଇମ୍ ସହ ବସ୍ତିରେ ଡ୍ରଗ୍ସ କାରବାରରେ ଲିପ୍ତ ଲୋକଙ୍କ ଉପରେ ନଜର ରଖିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

 

Related posts

ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ, ୨ ମାଓବାଦୀ ମୃତ

mahabharatanews

କଲେଜ ଫିକୁ ନେଇ ଉତେଜନା

mahabharatanews

ମା’ ସୁରେଶ୍ବରୀଙ୍କ ଧବଳମୁଖୀ ବେଶ

mahabharatanews