ଓଡିଶା

ଏମ୍ସ ଖୋଜି ବାହାର କଲା ନୂଆ ଫଙ୍ଗସ

ଭୁବନେଶ୍ୱର: ନୂଆ ଏକ ଫଙ୍ଗସର ସନ୍ଧାନ ମିଳିଛି । ଭୁବନେଶ୍ୱର ଏମ୍ସର ଗବେଷକ ଏହି ନୂଆ ଫଙ୍ଗସ୍ର ସନ୍ଧାନ ପାଇଛନ୍ତି । ଏହାର ନାମ ରଖାଯାଇଛି ‘ଅରୁଣାଲୋକେ’ ରଖାଯାଇଛି। ନୂଆ ଫଙ୍ଗସ୍ ‘ଅରୁଣାଲୋକେ’ ବ୍ଲାକ୍ ଫଙ୍ଗସ୍ ସୃଷ୍ଟି କରୁଥିବା ଏମ୍ସ ପକ୍ଷରୁ ସୂଚନା ଦିଅ।।ଯାଇଛି । କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଦୀର୍ଘ କାଳୀନ ଷ୍ଟିରଏଡ୍, ଆଣ୍ଟି ବାୟୋଟିକ୍ ଔଷଧ ବ୍ୟବହାର ହେଉଛି । ଫଳରେ ରୋଗୀ କରୋନାରୁ ସୁସ୍ଥ ହେଉଥିଲେ ମଧ୍ୟ ଫଙ୍ଗସ ସଂକ୍ରମଣ ବୃଦ୍ଧି ପାଉଛି । ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେଲେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ହେଉଥିବା ଦେଖାଦେଉଛି ।

 

Related posts

ରେଳ ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରିବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ

mahabharatanews

କୋର୍ଟରେ ନକଲି ଡାକ୍ତର ରମେଶ ସ୍ୱାଇଁର ଚାର୍ଜସିଟ ଦାଖଲ କଲେ ମହିଳା ପୋଲିସ

mahabharatanews

ଶ୍ରୀକ୍ଷେତ୍ର ଧୁମଧାମରେ ପାଳିତ ହେବରଜ ମହୋତ୍ସବ

mahabharatanews