ଓଡିଶା

ରାଜ୍ୟରେ ସଂକ୍ରମଣ ହାର ପୁଣି ବଢ଼ିଲା

 

(ଭୁବନେଶ୍ୱର): ରାଜ୍ୟରେ ୨୪ଘଣ୍ଟା ମଧ୍ୟରେ ୬୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ବୟସ୍କଙ୍କ ମଧ୍ୟରେ ୧୧୦ ଜଣ ଚିହ୍ନଟ ହୋଇଛନ୍ତି । ୬୩୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୬୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି୨୭୧ । ରାଜ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୬୦, କଟକରୁ ୫୭ ଜଣ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୩୪, ମୟୁରଭଞ୍ଜରୁ ୨୦, କେନ୍ଦ୍ରାପଡ଼ାରୁ ୨୧, ଜଗତସିଂପୁରରୁ ୧୯, ପୁରୀରୁ ୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ରାଜ୍ୟରେ ୬୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭ହଜାର ୯୬୯କୁ ବୃଦ୍ଧ ପାଇଛିି । ଆକ୍ଟିଭ କେସ୍ ୭ହଜାର ୨୫୫ ରହିଛି ଓ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୭ହଜାର ୭୫୦କୁ ବୃଦ୍ଧି ପାଇଛି ।

 

Related posts

ବିଚାରଧୀନ ବନ୍ଦୀଙ୍କ ଶିଶୁ ଚି଼ହ୍ନଟ ଓ ପରାମର୍ଶ କର୍ମଶାଳା

mahabharatanews

ବେଳାଭୂମିରେ ସ୍ନାନ ହେଲା କାଳ, ମାକୁ ବଞ୍ଚାଇବାକୁ ଯାଇ ଗଲା ପୁଅର ଜୀବନ

mahabharatanews

ଜାତୀୟ ସବ୍ ଜୁନିଅର ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପରେ ଓଡ଼ିଆ ଝିଅଙ୍କ କମାଲ୍

mahabharatanews