ଶିକ୍ଷା

୬ ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

(ଭୁବନେଶ୍ୱର) ; ଆସନ୍ତା ୬ ତାରିଖରୁ ଖୋଲିବାକୁ ଯାଉଛି ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନିଷ୍ଠାନ । ଏ ନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଅଜୟ ନାୟକ ସମସ୍ତ ବେଷୟିକ ଶିକ୍ଷାନୁଷ୍ଠାନକୁ ଚିଠି ଲେଖିଛନ୍ତି । ଏ ନେଇ ଏସ ଓ ପି ମଧ୍ୟ ଜାରି ହୋଇଛି । କ୍ଲାସ ରୁମରେ ଶିକ୍ଷାଦାନ କରାଯିବା ସହ ସେପ୍ଟମ୍ବର ୫ ତାରିଖରୁ ହଷ୍ଟେଲ ମଧ୍ୟ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ଲାସ ରୁମରେ ଗହଳି କମାଇବା ଆବଶ୍ୟକ ପଡିଲେ ବିଭିନ୍ନ ବ୍ୟାଚ କରି ଅଧିକ ସମୟ ଶିକ୍ଷାଦାନ କରାଯିବ । ଉପସ୍ଥିତ ନଥିବା ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ ଟିଚିଂ ରେକର୍ଡ କରି ସେମାନଙ୍କୁ ପଠା ଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।

Related posts

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯିବ ମାଣ୍ଡିଆ

mahabharatanews

ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ଆଜିଠୁ ସକାଳୁଆ ସ୍କୁଲ

mahabharatanews

ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ଜଜଗୋଡା (ତାରଣା) ଗ୍ରାମରେ ସାନ୍ତାଳୀ ଶିକ୍ଷାନୁଷ୍ଠାନ ଉଦଘାଟନ

mahabharatanews