ଓଡିଶାଶିକ୍ଷା

ପ୍ରକାଶ ପାଇଲା OTET ୨୦୨୪ ରେଜଲ୍ଟ

ଭୁବନେଶ୍ୱର : ପ୍ରକାଶ ପାଇଛି ଓଟିଇଟି ଫଳାଫଳ । www.bseodisha.ac.inରେ ରେଜଲ୍ଟ  ଉପଲବ୍ଧ ହେବ । ମାଧ୍ୟମିକ ଶିକ୍ଷା ପରିଷଦ କରୁଛି ଏହି ଶିକ୍ଷକ ଯୋଗ୍ୟତା ପରୀକ୍ଷା । କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ୱେବସାଇଟରୁ ଡାଉନଲୋଡ଼ କରି ପାରିବେ ଡିଜିଟାଲ ସାର୍ଟିଫିକେଟ । ସମସ୍ତ ପରୀକ୍ଷାର୍ଥୀଙ୍କ ଓଏମଆର ଉତ୍ତର ଖାତା ମଧ୍ୟ ୱେବସାଇଟରେ ଉପଲବ୍ଧ । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏହା ହେବ ଉପଲବ୍ଧ ହେବ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ଯାଇଥିଲେ ୩ ଜଣ ଫେରିଲା ଜଣେ

mahabharatanews

ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା

mahabharatanews

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ବିଶ୍ଳେଷଣାତ୍ମକ ରସାୟନ ବିଜ୍ଞାନରେ ସ୍ଵର୍ଣ୍ଣ ପଦକ ହାସଲ କଲେ ଆଶିଷ

mahabharatanews