ଓଡିଶା

ନଦୀରେ ମହିଳାଙ୍କ ମୃତଦେହ ଜଗିଛୀ କୁମ୍ଭୀର

(ମହାକାଳପଡା) ; କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତଗର୍ତ ଦେଉଳିପଡା ପଞ୍ଚାୟତ ଓଳିହା ଗାଁ ନିକଟରେ ଗୋବରା ନଦୀରେ ଭାସୁଛି ମହିଳାଙ୍କ ମୃତଦେହ । ଆଉ ଜଗିରହିଛି କୁମ୍ଭୀର । ତେବେ ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ଭାସୁଥିବା ମହିଳାଙ୍କ ମୃତଦେହ ନିକଟରେ କୁମ୍ଭୀର ଜଗି ରହିଥିବାରୁ ସ୍ଥାନୀୟ ଲୋକେ ଭୟବିତ ହୋଇପଡିଥିଲେ । ଖବର ପାଇ ଘଟଣାସ୍ଥଳରେ ମହାକାଳପଡା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Related posts

ମଞ୍ଜୁଲତା କହଁର ହେଲେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର

mahabharatanews

ରାସ୍ତା କଡକୁ ବସ୍ ଓଲଟି ୫ ଆହତ

mahabharatanews

କୋଣାର୍କରେ କୋରୋନା ସଂକ୍ରମଣ ନେଇ ସଚେତନତା କାର୍ଯ୍ୟକ୍ରମ

mahabharatanews