ଓଡିଶା

କ୍ରାଫ୍ଟ ଭିଲେଜ ବୁଲି ଦେଖିଲେ ରାଜ୍ୟପାଳ

ଗୋପ(ଜୟନ୍ତ କୁମାର ସେଠୀ): ପୁରୀ ଗସ୍ତରେ ଥିବା ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଆଜି ପଦ୍ମ ବିଭୂଷଣ ସୁଦର୍ଶନ ସାହୁଙ୍କ କ୍ରାଫ୍ଟ ଭିଲେଜ ପରିଦର୍ଶନରେ ପହଞ୍ଚିଛନ୍ତି । ପୁରୀ ଷ୍ଟେସନ ରୋଡରେ ଥିବା ଏହି ଆକର୍ଷଣୀୟ ହସ୍ତଶିଳ୍ପ ସାମଗ୍ରୀ ସ୍ଥାନ ପରିଦର୍ଶନ କରି ରାଜ୍ୟପାଳ ବେଶ ଖୁସି ହୋଇଥିଲେ । ବିଶେଷ କରି ସୁଦର୍ଶନ ସାହୁଙ୍କ ହସ୍ତଶିଳ୍ପ କଳାକୁ ଉଚ୍ଚ ପ୍ରଶଂସା କରିଥିଲେ ମାନ୍ୟବର ରାଜ୍ୟପାଳ । ୪ ଦିନିଆ ପୁରୀ ଭ୍ରମଣରେ ଆସିଥିବା ବେଳେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଗତକାଲି ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଙ୍କୁ ଦର୍ଶନ କରିଥିଲେ ।

Related posts

ବସ ଧକ୍କାରେ ଦୁଇ ସ୍କୁଟି ଚାଳକ ମୃତ

mahabharatanews

ମମତା ଯୋଜନା ସହାୟତା ରାଶି ୨ଗୁଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ

mahabharatanews

୧୦୭ ତମ କୋରେଇ ମୁନସୀ ମେଲଣ ଅନୁଷ୍ଠିତ ହୋଇଯାଇଛି

mahabharatanews