ଓଡିଶା

କଇଁଛ ଧରିବାକୁ ଯାଇ ଚାଲିଗଲା ୩ ଜଣଙ୍କ ଜୀବନ

( ବିନିକା) ; ପରିତ୍ୟକ୍ତ କୁଅରେ ବୁଡି ୩ ଜଣଙ୍କ ମୃତ୍ୟୁ । ଏପରି ଏକ ଦଃୁଖଦ ଘଟଣା ଘଟିଛି ବିନିକା ବ୍ଲକ କୁଇବାହାଲ ଆନନ୍ଦପୁର ଗାଁରେ । ସୂଚନା ଅନୁଯାୟୀ କଇଁଛ ଧରିବାକୁ କୂଅରେ ପଶିଥିବା ବେଳେ ୩ ଶ୍ୱାଶ ରୁଦ୍ଧ ହୋଇ ଚାଲିଗଲା ଜୀବନ । ତେବ ମୃତ ତିନିି ଜଣ ବାପା , ପୁଅ ଏବଂ ଜ୍ୱାଇଁ ବୋଲି ଜଣା ପଡିଛି । ତେବେ ଘଟଣା ସ୍ଥଳରେ ରାମପୁର ପୁଲିସ ଓ ବିନିକା ଅଗ୍ନିଶମ କର୍ମଚାରି ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରିଛନ୍ତି ।

Related posts

ସାମ୍ବାଦିକ ବ୍ରହ୍ମଙ୍କ କରୋନାରେ ମୃତ୍ୟୁ: ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

mahabharatanews

ପରୀ ହତ୍ୟା: ପ୍ରମାଣ ଦେବାକୁ ସମୟ ମାଗିଲା ଏସଆଇଟି

mahabharatanews

ବାଲୁକା କଳାରେ ବିଶ୍ବ ହୃଦୟ ଦିବସ 

mahabharatanews