ଓଡିଶା

ବିଳମ୍ବିତ ରାତିରେ ସୋର ରେଳ ଷ୍ଟେସନରେ ଅଗ୍ନିକାଣ୍ଡ

ସୋର: ବାଲେଶ୍ବର ଜିଲ୍ଲା ସୋର ରେଳ ଷ୍ଟେସନରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଷ୍ଟେସନରେ ଥିବା ଟିକେଟ୍ କାଉଣ୍ଟର ଓ ରିଜର୍ଭେସନ କାଉଣ୍ଟରକୁ ଲାଗି ରହିଥିବା ବିଦ୍ୟୁତ୍ କଣ୍ଟ୍ରୋଲ ରୁମରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ତେବେ ଟିକେଟ୍ କାଉଣ୍ଟରରେ ଶୋଇଥିବା ରେଳ କର୍ମଚାରୀ ଅଳ୍ପକେ ନିଆଁରୁ ବର୍ତ୍ତିଯାଇଛନ୍ତି ।
ବିଳମ୍ବିତ ରାତିରେ ଷ୍ଟେସନର ବିଦ୍ୟୁତ୍ କଣ୍ଟ୍ରୋଲ ରୁମରୁ ଧୂଆଁ ବ।।ହାରିଥିଲା । ଦେଖୁଦେଖୁ ସମଗ୍ର ଅଞ୍ଚଳରେ ଧୁଆ ଖେଳିଯାଇଥିଲା । ସଙ୍ଗେ ସଙ୍ଗେ ଖବର ପାଇ ସୋର ଦମକଳ ବାହିନୀର ଦୁଇଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

 

Related posts

ଶପଥ ଗ୍ରହଣ ପରେ ପୁରୀରେ ୨୬ତମ ରାଜ୍ୟପାଳ

mahabharatanews

ଘରୁ ମଶା ବାହାରିଲେ ୧୦୦୦ ଗଣିବେ ରାଜଧାନୀବାସୀ 

mahabharatanews

ଜିଲ୍ଲାପାଳ କ୍ଷମତାର ଦୁରୁପଯୋଗ କଲେ ସରପଞ୍ଚ, ୫ ପରିବାର ବାସହରା

mahabharatanews