ଓଡିଶା

ଶ୍ରୀମନ୍ଦିର ରୋଷଘର ମରାମତିର କଲେ ସମୀକ୍ଷା ; 5T ସଚିବ

ପୁରୀ: ପୁରୀରେ 5T ସଚିବ ଭି କେ ପାଣ୍ଡିଆନ । ଆଜି ସକାଳୁ ପୁରୀରେ ପହଞ୍ଚିଥିଲେ ପାଣ୍ଡିଆନ । ସ୍ଠହି ପହଂଚିବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ରୋଷ ଘର ମରାମତି କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ ।

ଶ୍ରୀମନ୍ଦିରର ବିକାଶ ପାଇଁ ସେବାୟତଙ୍କ ସହ ଆଲୋଚନା କରିଥିଲେ ପାଣ୍ଡିଆନ । ଏହି ଅବସରରେ ମିଶନ ଶକ୍ତି କମିଶନର ସୁଜାତା ଆର କାର୍ତ୍ତିକେୟନ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଦୀର୍ଘଦିନରୁ ପ୍ରତି ଶନିବାର ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭି କେ ପାଣ୍ଡିଆନ ।

Related posts

ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ମିଳିବ ଜମିପଟ୍ଟା

mahabharatanews

ବିଷାକ୍ତ ଛତୁ ଖାଇ ୧୦ ଗୁରତର

mahabharatanews

ରାଜ୍ୟରେ ଆଉ ୮ ମୁଣ୍ଡ ନେଲା କରୋନା

mahabharatanews