ଓଡିଶା

ଗଜଲକ୍ଷ୍ମୀ ଭସାଣୀ ବେଳେ ମାଡିଗଲା ଟ୍ରାକ୍ଟର, ଚାଲିଗଲା ଜୀବନ

ଜଗତସିଂହପୁର/ ଦିଲିପ ସାହୁ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଗୋପାଳପୁର(ଶଙ୍ଖେସ୍ୱର) ପଞ୍ଚାୟତ ଶଙ୍ଖେସ୍ୱର ବଡ଼ଜିଙ୍ଗଲ ଗ୍ରାମର ଗଜଲକ୍ଷ୍ମୀ ଭସାଣୀ ବେଳେ ଅଘଟଣ। ଗଜଲକ୍ଷ୍ମୀ ଭସାଣି ଶୋଭାଯାତ୍ରାରେ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକ ମୃତ। ମୃତ ଯୁବକ ହେଲେ ବଡ଼ଜିଙ୍ଗଲ ଗ୍ରାମର ବାବୁଲି ଦାସ। ଅପରାହ୍ନରେ ମହାନଦୀକୁ ଗଜଲକ୍ଷ୍ମୀ ଭସାଣୀ ଶୋଭାଯାତ୍ରା ଯାଉଥିବା ବେଳେ ପୋସଲ ଗାଁ ମୁଣ୍ଡରେ ଘଟିଛି ଏଭଳି ଅଘଟଣ। ମୁର୍ମୁଷୂ ଅବସ୍ଥାରେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି।

 

Related posts

ବୋଲଗଡରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

mahabharatanews

ରାଜ୍ୟ ସରକାର ଓ ପୋଲିସ ଉପରେ ବର୍ଷିଲା ବିଜେପି

mahabharatanews

ଭୂକମ୍ପରେ ଥରିଲା ଦିଲ୍ଲୀ-ଏନସିଆର 

mahabharatanews